ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଜ୍ଜ୍ୱଳ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଜ୍ଜ୍ୱଳ କରିବା   କ୍ରିୟାପଦ

ଅର୍ଥ : ଯେପରି କଲେ ପ୍ରସିଦ୍ଧି ବଢେ

ଉଦାହରଣ : ତେନ୍ଦୁଲକର କ୍ରିକେଟ କ୍ଷେତ୍ରରେ ଭାରତର ନାମ ଉଜ୍ଜ୍ୱଳ କଲେ

ସମକକ୍ଷ : ଦୀପ୍ତିମାନ କରିବା, ବିଖ୍ୟାତ କରିବା

कुछ ऐसा करना कि प्रसिद्धि बढ़े।

तेंदुलकर ने क्रिकेट के क्षेत्र में भारत का नाम रोशन किया।
उजागर करना, चमकाना, जगमगाना, रोशन करना

Be distinguished or eminent.

His talent shines.
shine

ଅର୍ଥ : କୌଣସି ବସ୍ତୁକୁ ରଗଡ଼ି ବା ମାଜି ଚକ୍‌ମକ୍‌ କରିବା

ଉଦାହରଣ : ତମ୍ବା, ପିତ୍ତଳ, କଂସା ଆଦି ବାସନ ତେନ୍ତୁଳି ଭଳି ଖଟା ଜିନିଷରେ ମାଜିଲେ ସେଗୁଡ଼ିକ ଚମକେ

ସମକକ୍ଷ : ଚକ୍‌ମକ୍‌ କରିବା, ଚମକ ଆସିବା, ଚମକିବା, ଚିକ୍କଣ ହେବା, ଚିକ୍‌ଚିକ୍‌ କରିବା

किसी वस्तु को रगड़कर या माँजकर उसमें चमक लाना।

ताँबा, पीतल, काँसा आदि के बर्तनों को ईमली जैसी खट्टी चींजों से निखारते हैं।
उजराना, उजला करना, उजलाना, उज्जवल करना, चमकाना, झलकाना, निखारना

Make (a surface) shine.

Shine the silver, please.
Polish my shoes.
polish, shine, smooth, smoothen