ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚିକ୍କଣ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚିକ୍କଣ ହେବା   କ୍ରିୟାପଦ

ଅର୍ଥ : କୌଣସି ବସ୍ତୁକୁ ରଗଡ଼ି ବା ମାଜି ଚକ୍‌ମକ୍‌ କରିବା

ଉଦାହରଣ : ତମ୍ବା, ପିତ୍ତଳ, କଂସା ଆଦି ବାସନ ତେନ୍ତୁଳି ଭଳି ଖଟା ଜିନିଷରେ ମାଜିଲେ ସେଗୁଡ଼ିକ ଚମକେ

ସମକକ୍ଷ : ଉଜ୍ଜ୍ୱଳ କରିବା, ଚକ୍‌ମକ୍‌ କରିବା, ଚମକ ଆସିବା, ଚମକିବା, ଚିକ୍‌ଚିକ୍‌ କରିବା

किसी वस्तु को रगड़कर या माँजकर उसमें चमक लाना।

ताँबा, पीतल, काँसा आदि के बर्तनों को ईमली जैसी खट्टी चींजों से निखारते हैं।
उजराना, उजला करना, उजलाना, उज्जवल करना, चमकाना, झलकाना, निखारना

Make (a surface) shine.

Shine the silver, please.
Polish my shoes.
polish, shine, smooth, smoothen