ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚନ୍ଦ୍ରାଲୋକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚନ୍ଦ୍ରାଲୋକ   ବିଶେଷ୍ୟ

ଅର୍ଥ : ଚନ୍ଦ୍ରମାର ପ୍ରକାଶ

ଉଦାହରଣ : ଆମେ ଯେତେବେଳେ ଘରୁ ବାହାରିଲୁ ଆକାଶ ସଫା ଥିଲା ଓ ଚାରିଆଡ଼ ଜହ୍ନ ଆଲୁଅରେ ତୋରା ଦିଶୁଥିଲା

ସମକକ୍ଷ : ଚନ୍ଦ୍ରଜ୍ୟୋତ୍ସ୍ନା, ଜହ୍ନ ଆଲୁଅ

The light of the Moon.

Moonlight is the smuggler's enemy.
The Moon was bright enough to read by.
moon, moonlight, moonshine