ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜହ୍ନ ଆଲୁଅ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜହ୍ନ ଆଲୁଅ   ବିଶେଷ୍ୟ

ଅର୍ଥ : ଚନ୍ଦ୍ରମାର ପ୍ରକାଶ

ଉଦାହରଣ : ଆମେ ଯେତେବେଳେ ଘରୁ ବାହାରିଲୁ ଆକାଶ ସଫା ଥିଲା ଓ ଚାରିଆଡ଼ ଜହ୍ନ ଆଲୁଅରେ ତୋରା ଦିଶୁଥିଲା

ସମକକ୍ଷ : ଚନ୍ଦ୍ରଜ୍ୟୋତ୍ସ୍ନା, ଚନ୍ଦ୍ରାଲୋକ

The light of the Moon.

Moonlight is the smuggler's enemy.
The Moon was bright enough to read by.
moon, moonlight, moonshine