ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚଂଦ୍ରବିଂଦୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚଂଦ୍ରବିଂଦୁ   ବିଶେଷ୍ୟ

ଅର୍ଥ : ଚନ୍ଦ୍ର ଉପରେ ବିନ୍ଦୁ ଲଗାଇ ଯେଉଁ ଚିହ୍ନ କୌଣସି ଅନୁନାସିକ ବର୍ଣ୍ଣ ଉପରେ ଦିଆଯାଏ

ଉଦାହରଣ : ପାଉଁଶରେ ଉ ଉପରେ ଦିଆଯାଇଥିବା ଚିହ୍ନକୁ ହିଁ ଚନ୍ଦ୍ରବିନ୍ଦୁ କହନ୍ତି

ସମକକ୍ଷ : ଚନ୍ଦ୍ରବିନ୍ଦୁ

चंद्र के ऊपर बिंदु लगा वह चिन्ह जो किसी अनुनासिक वाले वर्ण के ऊपर बनाया जाता है।

आँख में आ के ऊपर लगे हुए चिन्ह को ही चंद्रबिंदु कहते हैं।
चंद्र-बिंदु, चंद्र-बिन्दु, चंद्रबिंदु, चंद्रबिन्दु, चन्द्र-बिन्दु, चन्द्रबिन्दु