ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚନ୍ଦ୍ରବିନ୍ଦୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚନ୍ଦ୍ରବିନ୍ଦୁ   ବିଶେଷ୍ୟ

ଅର୍ଥ : ଚନ୍ଦ୍ର ଉପରେ ବିନ୍ଦୁ ଲଗାଇ ଯେଉଁ ଚିହ୍ନ କୌଣସି ଅନୁନାସିକ ବର୍ଣ୍ଣ ଉପରେ ଦିଆଯାଏ

ଉଦାହରଣ : ପାଉଁଶରେ ଉ ଉପରେ ଦିଆଯାଇଥିବା ଚିହ୍ନକୁ ହିଁ ଚନ୍ଦ୍ରବିନ୍ଦୁ କହନ୍ତି

ସମକକ୍ଷ : ଚଂଦ୍ରବିଂଦୁ

चंद्र के ऊपर बिंदु लगा वह चिन्ह जो किसी अनुनासिक वाले वर्ण के ऊपर बनाया जाता है।

आँख में आ के ऊपर लगे हुए चिन्ह को ही चंद्रबिंदु कहते हैं।
चंद्र-बिंदु, चंद्र-बिन्दु, चंद्रबिंदु, चंद्रबिन्दु, चन्द्र-बिन्दु, चन्द्रबिन्दु

ଅର୍ଥ : ଅନୁନାସିକର ଚିହ୍ନ

ଉଦାହରଣ : ଆଜିକାଲି ଲୋକମାନେ ଚନ୍ଦ୍ରବିନ୍ଦୁ ସ୍ଥାନରେ ଅନୁସ୍ବାର ପ୍ରୟୋଗ କରିଥାନ୍ତି

अनुनासिक का चिह्न।

आजकल लोग अर्द्धचन्द्र के स्थान पर बिंदु का प्रयोग करने लगे हैं।
, अर्द्धचंद्र, अर्द्धचन्द्र, अर्धचंद्र, अर्धचन्द्र