ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘୃତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘୃତ   ବିଶେଷ୍ୟ

ଅର୍ଥ : ଚକଟା ହେଉଥିବା ଅଟାରେ ପଡ଼ୁଥିବା ଘିଅ ବା ତେଲ ଆଦି ଯେଉଁଥିରୁ ତିଆରି ବସ୍ତୁ ନରମ ଓ ମୁସୁମୁସିଆ ହୁଏ

ଉଦାହରଣ : ମା ସ୍ୱାଦିଷ୍ଟ ଖାଦ୍ୟ ତିଆରି ପାଇଁ ଅଟାରେ ଘିଅ ମିଶାଉଛନ୍ତି

ସମକକ୍ଷ : ଘିଅ

गूँथे हुए आटे में डाला जाने वाला घी या तेल आदि जिससे बनने वाली वस्तु मुलायम और खसखसी हो।

माँ स्वादिष्ट व्यंजन बनाने के लिए आटे में मोयन मिला रही है।
मोयन

ଅର୍ଥ : ଲହୁଣୀକୁ ଗରମ କଲେ ମିଳୁଥିବା ଦୁଗ୍ଧର ଯେଉଁ ଚିକ୍କଣିଆ ପଦାର୍ଥ

ଉଦାହରଣ : ସେ ପ୍ରତିଦିନ ରୁଟିରେ ଘିଅ ଲଗାଇ ଖାଏ

ସମକକ୍ଷ : ଅମୃତସାର, ଘିଅ

दूध का वह चिकना सार जो मक्खन को तपा कर प्राप्त किया जाता है।

वह प्रतिदिन रोटी में घी लगाकर खाता है।
अमृतसार, आज्य, घी, घीव, घृत, तनुनप, तनूनप, तनूनपात्, तनूनपाद्, तामर, तोयद, देसी घी, नवनीतक, नवनीतज, वाज, शुद्ध घी, सर्पि

Clarified butter used in Indian cookery.

ghee