ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘୁରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘୁରିବା   ବିଶେଷ୍ୟ

ଅର୍ଥ : ବାରମ୍ବାର ଯିବା ଆସିବାର ପ୍ରକ୍ରିୟା

ଉଦାହରଣ : ତହସିଲଦାରଙ୍କୁ ଦେଖାକରିବାପାଇଁ ବହୁତ ଦଉଡ଼ିବାକୁ ପଡ଼ିଲା

ସମକକ୍ଷ : ଦଉଡ଼ିବା, ବୁଲିବା

बार-बार आने-जाने की क्रिया।

तहसीलदार से मिलने के लिए बहुत फेरा लगाना पड़ा।
चक्कर, फेरा, फेरी

ଘୁରିବା   କ୍ରିୟାପଦ

ଅର୍ଥ : କୌଣସି ବସ୍ତୁ ପ୍ରଭୃତିର ଚାରି ପାଖରେ ଚକ୍କରମାରିବା

ଉଦାହରଣ : ସେ ମନ୍ଦିର ପରିକ୍ରମା କରୁଅଛି

ସମକକ୍ଷ : ଚକକର ମାରିବା, ପରିକ୍ରମା କରିବା, ବୁଲିବା

किसी वस्तु आदि के चारों ओर चक्कर लगाना या गोल घूमना।

वह मंदिर की परिक्रमा कर रहा है।
चक्कर काटना, चक्कर लगाना, परिक्रमा करना, फेरा लगाना

Turn on or around an axis or a center.

The Earth revolves around the Sun.
The lamb roast rotates on a spit over the fire.
go around, revolve, rotate