ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘାଣ୍ଟିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘାଣ୍ଟିବା   ବିଶେଷ୍ୟ

ଅର୍ଥ : ଦୁଧ ଆଦି ଦ୍ରବ୍ୟକୁ ଚୁଲି ଉପରେ ବସାଇ ବହଳା କରିବାର କାମ

ଉଦାହରଣ : ଚାରିକିଲୋ ମଇଁଷି ଦୁଧ ଆଉଟିଲେ ଏକ କିଲୋ ରାବିଡି ମିଳେ

ସମକକ୍ଷ : ଆଉଟିବା

आग पर चढ़ाकर दूध आदि द्रव पदार्थों को गाढ़ा करने की क्रिया।

भैंस का चार किलो दूध औंटने से एक किलो मावा मिलता है।
अवटना, औंटना, औंटाना, औटना, औटाना, काढ़ना

The act of increasing the density of something.

condensation, condensing

ଘାଣ୍ଟିବା   କ୍ରିୟାପଦ

ଅର୍ଥ : ଏକତ୍ରିତ ହୋଇଥିବା ବସ୍ତୁଆଦିକୁ ଏପଟ ସେପଟକରିବା ବା ଏପାଖ ସେପାଖ କରିବାପାଇଁ ଚେଷ୍ଟା କରିବା

ଉଦାହରଣ : କୁକୁର ଅଳିଆଗଦାକୁ ଘାଣ୍ଟୁଛି

ସମକକ୍ଷ : ଖେଳାଇବା

ढेर आदि को इधर-उधर करना या इधर-उधर करने की कोशिश करना।

कुत्ता कचड़े के ढेर को कुरेद रहा है।
कुरेदना