ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖେଳାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖେଳାଇବା   କ୍ରିୟାପଦ

ଅର୍ଥ : ଖେଳିବା କାମ ଅନ୍ୟଦ୍ୱାରା କରାଇବା

ଉଦାହରଣ : ସୀତା ଛୋଟପୁଅକୁ ବାପାଙ୍କଦ୍ୱାରା ଖେଳାଉଛି

खेलाने का काम दूसरे से कराना।

सीता बच्चे को पिताजि से खिलवा रही है।
खिलवाना, खेलवाना

ଅର୍ଥ : ଏକତ୍ରିତ ହୋଇଥିବା ବସ୍ତୁଆଦିକୁ ଏପଟ ସେପଟକରିବା ବା ଏପାଖ ସେପାଖ କରିବାପାଇଁ ଚେଷ୍ଟା କରିବା

ଉଦାହରଣ : କୁକୁର ଅଳିଆଗଦାକୁ ଘାଣ୍ଟୁଛି

ସମକକ୍ଷ : ଘାଣ୍ଟିବା

ढेर आदि को इधर-उधर करना या इधर-उधर करने की कोशिश करना।

कुत्ता कचड़े के ढेर को कुरेद रहा है।
कुरेदना

ଅର୍ଥ : ଖେଳିବା ନିମନ୍ତେ ପ୍ରବୃତ୍ତ କରିବା

ଉଦାହରଣ : ବୁଢାବାପା ନିଜ ନାତିକୁ ଖେଳାଉଛନ୍ତି

खेलने में प्रवृत्त करना।

दादाजी अपने पोते को खिला रहे हैं।
खिलाना, खेलाना