ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଉଟିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଉଟିବା   ବିଶେଷ୍ୟ

ଅର୍ଥ : ଦୁଧ ଆଦି ଦ୍ରବ୍ୟକୁ ଚୁଲି ଉପରେ ବସାଇ ବହଳା କରିବାର କାମ

ଉଦାହରଣ : ଚାରିକିଲୋ ମଇଁଷି ଦୁଧ ଆଉଟିଲେ ଏକ କିଲୋ ରାବିଡି ମିଳେ

ସମକକ୍ଷ : ଘାଣ୍ଟିବା

आग पर चढ़ाकर दूध आदि द्रव पदार्थों को गाढ़ा करने की क्रिया।

भैंस का चार किलो दूध औंटने से एक किलो मावा मिलता है।
अवटना, औंटना, औंटाना, औटना, औटाना, काढ़ना

The act of increasing the density of something.

condensation, condensing

ଆଉଟିବା   କ୍ରିୟାପଦ

ଅର୍ଥ : ଭଲଭାବରେ ଫୁଟେଇ ଗାଢ଼ା କରିବା

ଉଦାହରଣ : ରାବିଡ଼ି ତିଆରି କରିବାପାଇଁ କ୍ଷୀରକୁ ଆଉଟନ୍ତି

ସମକକ୍ଷ : ଫୁଟେଇବା

अच्छी तरह उबाल कर गाढ़ा करना।

मावा बनाने के लिए दूध को औंटते हैं।
अवटना, आवटना, औंटना, औंटाना, औटना, औटाना, काढ़ना

ଅର୍ଥ : କୌଣସି ତରଳ ପଦାର୍ଥକୁ ଆଞ୍ଚ ଉପରେ ରଖି ଏତେ ଗରମ କରିବା ଯେମିତି ତାହା ଫେଣ ସହିତ ଉପରକୁ ଉଠିବାକୁ ଲାଗିବ

ଉଦାହରଣ : ମୁଁ ପିଇବା ପାଇଁ ପ୍ରତିଦିନ ଦଶ ଲିଟର ପାଣି ଫୁଟାଉଛି

ସମକକ୍ଷ : ଗରମକରିବା, ଫୁଟାଇବା

किसी तरल पदार्थ को आँच पर रखकर इतना गरम करना कि वह फेन सहित ऊपर उठने लगे।

मैं पीने के लिए रोज दस लीटर पानी उबालती हूँ।
उफनाना, उबालना, खौलाना

Bring to, or maintain at, the boiling point.

Boil this liquid until it evaporates.
boil