ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘଟ   ବିଶେଷ୍ୟ

ଅର୍ଥ : ପାଣି ଭର୍ତ୍ତିକରିବା ବା ରଖିବାପାଇଁ ଗୋଟିଏ ଜାଗା

ଉଦାହରଣ : ଖାଲି କଳଶରେ ପାଣି ଭର୍ତ୍ତି କରିଦିଅ

ସମକକ୍ଷ : କଳଶ, କୁମ୍ଭ, ମାଠିଆ

पानी भरने या रखने का एक बर्तन।

खाली कलश में जल भर दो।
कलश, कलशा, कलसा, घट, घैला, निप

A large vase that usually has a pedestal or feet.

urn

ଅର୍ଥ : ମୃତକ କ୍ରିୟାରେ ଅଶ୍ୱତ୍ଥ ବୃକ୍ଷରେ ବନ୍ଧା ଯାଉଥିବା କଳସୀ

ଉଦାହରଣ : ମହାବ୍ରାହ୍ମଣ ହିଁ ଘଟ ଭାଙ୍ଗିବାର ଅଧିକାରୀ

वह घड़ा जो मृतक की क्रिया में पीपल में बाँधा जाता है।

महाब्राह्मण ही घंट फोड़ने के अधिकारी हैं।
घंट, घण्ट

ଅର୍ଥ : ଏକ ପ୍ରକାରର ମାଠିଆ ଯାହାର ଉପଯୋଗ ବାଦ୍ୟ ଯନ୍ତ୍ର ରୂପରେ କରାଯାଇଥାଏ

ଉଦାହରଣ : ସେ ମାଠିଆ ବଜାଇବାରେ ନିପୁଣ

ସମକକ୍ଷ : ମାଠିଆ

एक प्रकार का घड़ा जिसका उपयोग वाद्य यंत्र के रूप में किया जाता है।

वह घटम बजाने में निपुण है।
घट, घटम, घड़ा