ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁମ୍ଭ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁମ୍ଭ   ବିଶେଷ୍ୟ

ଅର୍ଥ : ପ୍ରତି ବାରବର୍ଷରେ ପଡ଼ୁଥିବା ଏକ ପର୍ବ

ଉଦାହରଣ : ପ୍ରୟାଗରାଜରେ କୁମ୍ଭମେଳା ହୁଏ

ସମକକ୍ଷ : କୁଂଭ

प्रति बारहवें वर्ष पड़ने वाला एक पर्व।

प्रयागराज में कुंभ का मेला लगता है।
कुंभ, कुम्भ

A day or period of time set aside for feasting and celebration.

festival

ଅର୍ଥ : ପାଣି ଭର୍ତ୍ତିକରିବା ବା ରଖିବାପାଇଁ ଗୋଟିଏ ଜାଗା

ଉଦାହରଣ : ଖାଲି କଳଶରେ ପାଣି ଭର୍ତ୍ତି କରିଦିଅ

ସମକକ୍ଷ : କଳଶ, ଘଟ, ମାଠିଆ

पानी भरने या रखने का एक बर्तन।

खाली कलश में जल भर दो।
कलश, कलशा, कलसा, घट, घैला, निप

A large vase that usually has a pedestal or feet.

urn

ଅର୍ଥ : ସୌର ଜ୍ୟୋତିଷାନୁସାରେ କୌଣସି ବ୍ୟକ୍ତିର ଜନ୍ମ ସମୟରେ ସୂର୍ଯ୍ୟ କୁମ୍ଭରାଶିରେ ଥାଏ ତଥା ଚନ୍ଦ୍ର ଜ୍ୟୋତିଷାନୁସାରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର କୁମ୍ଭରାଶିରେ ଥାଏ

ଉଦାହରଣ : କୁମ୍ଭରାଶିପାଇଁ ଏବର୍ଷର ପ୍ରଭାବ ମିଶ୍ରିତ ରହିବ

ସମକକ୍ଷ : କୁଂଭ, କୁଂଭରାଶି, କୁମ୍ଭରାଶି

सौर ज्योतिषानुसार वह व्यक्ति जिसका जन्म तब हुआ हो जब सूर्य कुंभराशि में हो।

कुंभराशिवालों के लिए इस वर्ष का असर मिला-जुला रहेगा।
कुंभ राशिवाला, कुंभराशिवाला, कुम्भ राशिवाला, कुम्भराशिवाला

(astrology) a person who is born while the sun is in Aquarius.

aquarius, water bearer

ଅର୍ଥ : ଜ୍ୟୋତିଷ ଶାସ୍ତ୍ରର ଏଗାରତମ ରାଶି ଯେଉଁଥିରେ ଧନିଷ୍ଠାର ଉତ୍ତରାର୍ଦ୍ଧ, ସମ୍ପୂର୍ଣ୍ଣ ଶତଭିଷା, ଏବଂ ପୂର୍ବ ଭାଦ୍ରପଦକୁ ନେଇ ତିନିପାଦ ରହିଛି

ଉଦାହରଣ : ଏହି ମାସ ଶେଷରେ ସୂର୍ଯ୍ୟ କୁମ୍ଭ ରାଶିରେ ପ୍ରବେଶ କରିବେ

ସମକକ୍ଷ : କୁମ୍ଭରାଶି

ज्योतिष में, ग्यारहवीं राशि जिसमें धनिष्ठा का उत्तरार्द्ध, पूरा शतभिषा और पूर्व भाद्रपद के तीन पाद हैं।

इस महीने के अंत में सूर्य कुंभ राशि में प्रवेश कर जायेगा।
कुंभ, कुंभ राशि, कुंभराशि, कुम्भ, कुम्भ राशि, कुम्भराशि

The eleventh sign of the zodiac. The sun is in this sign from about January 20 to February 18.

aquarius, aquarius the water bearer, water bearer

ଅର୍ଥ : ହାତୀ ମୁଣ୍ଡର ଦୁଇପାଖର ଉପରିଭାଗ

ଉଦାହରଣ : ମାହୁନ୍ତ ବସିଥିବା ହାତୀର କୁମ୍ଭଉପରେ ଗୋଡ଼ରଖି ତା ପିଠିରେ ଚଢ଼ିଲା

ସମକକ୍ଷ : କୁଂଭ

हाथी के सिर के दोनों ओर का ऊपरवाला भाग।

हाथीवान बैठे हुए हाथी के कुंभ पर पैर रखकर उसकी पीठ पर चढ़ा।
कुंभ, कुम्भ