ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଳଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଳଶ   ବିଶେଷ୍ୟ

ଅର୍ଥ : ପାଣି ଭର୍ତ୍ତିକରିବା ବା ରଖିବାପାଇଁ ଗୋଟିଏ ଜାଗା

ଉଦାହରଣ : ଖାଲି କଳଶରେ ପାଣି ଭର୍ତ୍ତି କରିଦିଅ

ସମକକ୍ଷ : କୁମ୍ଭ, ଘଟ, ମାଠିଆ

पानी भरने या रखने का एक बर्तन।

खाली कलश में जल भर दो।
कलश, कलशा, कलसा, घट, घैला, निप

A large vase that usually has a pedestal or feet.

urn

ଅର୍ଥ : ମନ୍ଦିରଆଦିର ଚୂଡ଼ା ଉପରେ ତିଆରି ହୋଇଥିବା ବା ରଖା ଯାଇଥିବା କଳସ ଆକାରର ନିର୍ମାଣ

ଉଦାହରଣ : ଏହି ମନ୍ଦିରର କଳଶ ସୁନାରେ ତିଆରି ହୋଇଛି

मंदिर आदि के शिखर पर रखी हुई या बनी हुई कलश के आकार की संरचना।

इस मंदिर का कलश सोने का बना हुआ है।
कलश, कलसा