ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖୁରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖୁରା   ବିଶେଷ୍ୟ

ଅର୍ଥ : ପଲଙ୍କ, ଚୌକିଆଦିର ତଳ ଖୁମ୍ବ ଯାହା ଉପରେ ଭାରଦେଇ ସେଗୁଡ଼ିକର ସ୍ୱରୂପ ଠିଆ ହୋଇରହେ

ଉଦାହରଣ : ଏହି ପଲଙ୍କର ଗୋଟିଏ ଗୋଡ଼ ଭାଙ୍ଗିଯାଇଛି

ସମକକ୍ଷ : ଗୋଡ଼

पलंग, चौकी, आदि में नीचे के वे छोटे खंभे जिनके सहारे उनका ढाँचा खड़ा रहता है।

इस पलंग का एक पाया टूट गया है।
गोड़ा, पाया, पावा

One of the supports for a piece of furniture.

leg

ଅର୍ଥ : ସିଙ୍ଗଥିବା ଚତୁସ୍ପଦ ପ୍ରାଣୀର ପାଦର ତଳଭାଗ ଯାହାର ମଝିରେ ଫାଟ ଥାଏ

ଉଦାହରଣ : ଜମିର ସ୍ଥାନେ ସ୍ଥାନେ ଗାଈ ଖୁରାର ଚିହ୍ନ ଅଛି

सींग वाले चौपायों के पैर का निचला भाग जो बीच से फटा होता है।

खेत में जगह-जगह गाय के खुर के निशान हैं।
क्षुर, खुर, निघृष्व, शफ

The foot of an ungulate mammal.

hoof