ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୃହୀତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୃହୀତ   ବିଶେଷଣ

ଅର୍ଥ : ଯାହାର ପାରଣ ହୋଇସାରିଛି

ଉଦାହରଣ : ଲୋକସଭାରେ ଗୃହୀତ ବିଲ୍‌ ଶୀଘ୍ର ଲାଗୁ ହୋଇଯିବ

ସମକକ୍ଷ : ପାରିତ, ପାସ୍‌

जो विधिपूर्वक किसी संस्था के द्वारा स्वीकृत किया जा चुका हो या जिसका पारण हो चुका हो।

लोक सभा में पारित विधेयक जल्द ही लागू हो जाएगा।
पारित, पास्ड

ଅର୍ଥ : ଯାହା ଅଙ୍ଗୀକାର କରାଯାଇଛି ବା ଯାହାକୁ ନିଜ ଉପରକୁ ନିଆଯାଇଛି

ଉଦାହରଣ : ସେ ନିଜର କାର୍ଯ୍ୟଭାରକୁ ଆନନ୍ଦ ସହିତ ଅଙ୍ଗୀକୃତ କଲେ

ସମକକ୍ଷ : ଅଙ୍ଗୀକୃତ, ସ୍ୱୀକୃତ

जिसे अंगीकार किया गया हो या जिसे अपने ऊपर लिया गया हो।

उसने अपने अंगीकृत कार्यभार को सहर्ष निपटाया।
अंगीकृत, अपनाया, अपनाया हुआ, अभ्युपगत, आत्त, आत्मीकृत, आदत्त, आश्रुत, गृहीत, ग्रहीत, परिग्रहीत, समाहित, स्वांगीकृत, स्वीकृत

Acquired as your own by free choice.

My adopted state.
An adoptive country.
adopted, adoptive