ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାସ୍‌ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାସ୍‌   ବିଶେଷ୍ୟ

ଅର୍ଥ : ଯେଉଁ ଟିକେଟ୍‌ରେ କାହାରିକୁ ବିନା ଅଟକରେ ଯେ କୌଣସି ସ୍ଥାନକୁ ଯିବା ଆସିବା ବା ଯେ କୌଣସି ବସ୍ତୁକୁ ଉପଯୋଗ କରିବାର ଅଧିକାର ଥାଏ

ଉଦାହରଣ : ରାଜୁ ରେଳ ଯାତ୍ରା ନିମନ୍ତେ ମାସିକିଆ ପାସ୍‌ ଆଣିଲା

ସମକକ୍ଷ : ପ୍ରବେଶ ପତ୍ର

ପାସ୍‌   ବିଶେଷଣ

ଅର୍ଥ : ଯାହାର ପାରଣ ହୋଇସାରିଛି

ଉଦାହରଣ : ଲୋକସଭାରେ ଗୃହୀତ ବିଲ୍‌ ଶୀଘ୍ର ଲାଗୁ ହୋଇଯିବ

ସମକକ୍ଷ : ଗୃହୀତ, ପାରିତ

जो विधिपूर्वक किसी संस्था के द्वारा स्वीकृत किया जा चुका हो या जिसका पारण हो चुका हो।

लोक सभा में पारित विधेयक जल्द ही लागू हो जाएगा।
पारित, पास्ड

ଅର୍ଥ : ଯେ ପରୀକ୍ଷାରେ ସଫଳ ହୋଇଛି

ଉଦାହରଣ : ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କୁ ପୁରସ୍କୃତ କରାଯିବ

ସମକକ୍ଷ : ଉତ୍ତୀର୍ଣ୍ଣ

जो परीक्षा में सफल हुआ हो।

उत्तीर्ण परीक्षार्थियों को पुरस्कृत किया जायेगा।
उत्तीर्ण, पारित, पास

Meeting the proper standards and requirements and training for an office or position or task.

Many qualified applicants for the job.
qualified