ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗିଳିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗିଳିବା   କ୍ରିୟାପଦ

ଅର୍ଥ : ଖାଇବା ପିଇବା ଜିନିଷ ଅଧିକ ମାତ୍ରାରେ ଖାଇବା ଓ ପିଇବା

ଉଦାହରଣ : ଭାନୁ ଦୋକାନରେ ରସଗୋଲା ଗିଳୁଛି

ସମକକ୍ଷ : ଗେଫିବା, ଗ୍ରାସକରିବା

खाने-पीने की चीज़ अधिक मात्रा में खाना-पीना।

भानु दुकान में रसगुल्ले उड़ा रहा है।
उड़ाना

ଅର୍ଥ : କୌଣସି ବସ୍ତୁ ଭୋଜନନଳିଦ୍ୱାରା ଗଳାର ତଳକୁ ଖସିବା

ଉଦାହରଣ : ସାପ ବେଙ୍ଗକୁ ଗିଳିଦେଲା

ସମକକ୍ଷ : ଢୋକିବା

कोई भी वस्तु भोजन-नलिका के द्वारा गले के नीचे उतारना।

साँप मेंढक को निगल गया।
गटकना, निगलना, लीलना

Pass through the esophagus as part of eating or drinking.

Swallow the raw fish--it won't kill you!.
get down, swallow