ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗେଫିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗେଫିବା   କ୍ରିୟାପଦ

ଅର୍ଥ : ଖାଇବା ପିଇବା ଜିନିଷ ଅଧିକ ମାତ୍ରାରେ ଖାଇବା ଓ ପିଇବା

ଉଦାହରଣ : ଭାନୁ ଦୋକାନରେ ରସଗୋଲା ଗିଳୁଛି

ସମକକ୍ଷ : ଗିଳିବା, ଗ୍ରାସକରିବା

खाने-पीने की चीज़ अधिक मात्रा में खाना-पीना।

भानु दुकान में रसगुल्ले उड़ा रहा है।
उड़ाना

ଅର୍ଥ : ପୁରା ପେଟଭରି ଖାଇବା

ଉଦାହରଣ : ମୁଁ ଆଜି ପାର୍ଟିରେ ଖୁବ ଠୁଙ୍କିଲି

ସମକକ୍ଷ : ଠୁଙ୍କିବା, ତଣ୍ଟିଯାଏ ଖାଇବା

खूब पेटभर खाना।

मैंने आज पार्टी में खूब ठूँसा।
ठूँसना, ठूंसना, ठूसना