ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗହଳି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗହଳି   ବିଶେଷ୍ୟ

ଅର୍ଥ : ଏକ ସମୟରେ ଗୋଟିଏ ଜାଗାରେ ହେଉଥିବା ବହୁତ ଲୋକଙ୍କ ସମାଗମ

ଉଦାହରଣ : ନିର୍ବାଚନ ସମୟରେ ଜାଗା ଜାଗାରେ ଲୋକଙ୍କର ଭିଡ଼ ଦେଖାଯାଏ

ସମକକ୍ଷ : ଭିଡ଼, ଭିଡ଼ ଭାଡ଼, ମେଳା

एक स्थान पर एक ही समय में होने वाला बहुत से लोगों आदि का जमाव।

चुनाव के दौरान जगह-जगह लोगों की भीड़ दिखाई देती है।
अंबोह, जमघट, जमाव, जमावड़ा, ठट, ठठ, बहीर, भीड़, भीड़ भाड़, भीड़-भाड़, भीड़भाड़, भौसा, मजमा, मेला, वेणी, संकुल, सङ्कुल, समायोग, हुजूम

A large number of things or people considered together.

A crowd of insects assembled around the flowers.
crowd

ଅର୍ଥ : ଜମା ବା ଏକାଠି ହେବାର କ୍ରିୟା ବା ଭାବ

ଉଦାହରଣ : ଦୁର୍ଘଟନା ସ୍ଥଳରେ ଲୋକଙ୍କ ଭିଡ଼ ବଢ଼ିଚଲିଛି

ସମକକ୍ଷ : ଜମାଟ, ଭିଡ଼

जमा या इकट्ठा होने की अवस्था या भाव।

दुर्घटना स्थल पर लोगों का जमाव बढ़ता जा रहा है।
जमाव

ଅର୍ଥ : (ପଦଚାରୀ ବା ସବାରବ୍ୟକ୍ତି) କିଛି ବିଶେଷ ସମୟସୀମା ମଧ୍ୟରେ କିଛି ବିଶେଷ କ୍ଷେତ୍ରରେ ଯିବାଆସିବା କରୁଥିବା ବସ୍ତୁର ଭିଡ

ଉଦାହରଣ : ଗହଳି କାରଣରୁ ମୋତେ ଏଠାକୁ ଆସିବାକୁ ବିଳମ୍ବ ହେଲା ଏହି ସହରର ଟ୍ରାଫିକ ଏକ ପ୍ରକାରର ସମସ୍ୟା

ସମକକ୍ଷ : ଟ୍ରାଫିକ

वस्तुओं का जमाव (पदचारियों या सवारियों का) जो किसी विशेष समयावधि में किसी विशेष क्षेत्र में आते या जाते हों।

ट्रैफिक के कारण मुझे यहाँ आने में देर हो गई।
बड़े शहरों में ट्रैफिक एक आम समस्या है।
ट्रैफ़िक, ट्रैफिक

The aggregation of things (pedestrians or vehicles) coming and going in a particular locality during a specified period of time.

traffic