ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜମାଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜମାଟ   ବିଶେଷ୍ୟ

ଅର୍ଥ : ଜମା ବା ଏକାଠି ହେବାର କ୍ରିୟା ବା ଭାବ

ଉଦାହରଣ : ଦୁର୍ଘଟନା ସ୍ଥଳରେ ଲୋକଙ୍କ ଭିଡ଼ ବଢ଼ିଚଲିଛି

ସମକକ୍ଷ : ଗହଳି, ଭିଡ଼

जमा या इकट्ठा होने की अवस्था या भाव।

दुर्घटना स्थल पर लोगों का जमाव बढ़ता जा रहा है।
जमाव

ଜମାଟ   ବିଶେଷଣ

ଅର୍ଥ : ଠୁଳକରି ତିଆରି କରାଯାଇଥିବା

ଉଦାହରଣ : କୁଲଫି ଜମାଟ ହୋଇଥାଏ

ସମକକ୍ଷ : ଘନୀଭୂତ

जमा कर बनाया हुआ।

कुल्फी जमौआ होती है।
जमौआ