ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗର୍ଭନାଡ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗର୍ଭନାଡ଼   ବିଶେଷ୍ୟ

ଅର୍ଥ : ଶରୀରର ଏକ ନାଡ଼ି ଯାହାର ଏକ ମୁଣ୍ଡ ଗର୍ଭସ୍ଥ ଶିଶୁର ନାଭିସହ ଏବଂ ଅନ୍ୟମୁଣ୍ଡ ଗର୍ଭାଶୟ ସହ ଲାଗିଥାଏ

ଉଦାହରଣ : ଗର୍ଭାବସ୍ଥାରେ ଶିଶୁକୁ ଗର୍ଭନଳୀଦ୍ୱାରା ପୋଷକ ତତ୍ତ୍ୱ ମିଳେ

ସମକକ୍ଷ : ଗର୍ଭନଳୀ

रस्सी के आकार की वह नली जो एक ओर गर्भ के बच्चे की नाभि से और दूसरी ओर गर्भाशय से मिली होती है।

बच्चे को गर्भावस्था में गर्भनाल के द्वारा ही पोषक तत्व मिलता है।
आँवल नाल, गर्भनाल, नाभि रज्जु, नार, नारा, नाल

Membranous duct connecting the fetus with the placenta.

umbilical, umbilical cord

ଅର୍ଥ : ଜରାୟୁଜ ଜୀବମାନଙ୍କର ସଦ୍ୟ ଜନ୍ମିତ ପିଲାର ନାଡ଼ର ଅନ୍ୟପଟ ଯେଉଁ ମାଂସଖଣ୍ଡ ସହିତ ଲାଗିଥାଏ

ଉଦାହରଣ : ପିଲା ମା ଗର୍ଭରେ ଗର୍ଭଝିଲ୍ଲୀ ମାଧ୍ୟମରେ ହିଁ ପୋଷକତତ୍ତ୍ୱ ଗ୍ରହଣ କରେ

ସମକକ୍ଷ : ଗର୍ଭଝିଲ୍ଲୀ, ଜରାୟୁ

वह मांसखंड जो जरायुज जीवों के तुरन्त के जन्मे बच्चों की नाल के दूसरे सिरे पर लगा रहता है।

बच्चा माँ के गर्भ में खेड़ी के माध्यम से ही पोषक तत्व ग्रहण करता है।
अंबल, अपरा, अमरा, आँवल, उल्व, कलल, खेड़ी, गर्भ झिल्ली, जरायु, जेर, लिझड़ी

The vascular structure in the uterus of most mammals providing oxygen and nutrients for and transferring wastes from the developing fetus.

placenta