ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗର୍ଭନଳୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗର୍ଭନଳୀ   ବିଶେଷ୍ୟ

ଅର୍ଥ : ଶରୀରର ଏକ ନାଡ଼ି ଯାହାର ଏକ ମୁଣ୍ଡ ଗର୍ଭସ୍ଥ ଶିଶୁର ନାଭିସହ ଏବଂ ଅନ୍ୟମୁଣ୍ଡ ଗର୍ଭାଶୟ ସହ ଲାଗିଥାଏ

ଉଦାହରଣ : ଗର୍ଭାବସ୍ଥାରେ ଶିଶୁକୁ ଗର୍ଭନଳୀଦ୍ୱାରା ପୋଷକ ତତ୍ତ୍ୱ ମିଳେ

ସମକକ୍ଷ : ଗର୍ଭନାଡ଼

रस्सी के आकार की वह नली जो एक ओर गर्भ के बच्चे की नाभि से और दूसरी ओर गर्भाशय से मिली होती है।

बच्चे को गर्भावस्था में गर्भनाल के द्वारा ही पोषक तत्व मिलता है।
आँवल नाल, गर्भनाल, नाभि रज्जु, नार, नारा, नाल

Membranous duct connecting the fetus with the placenta.

umbilical, umbilical cord