ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗର୍ଭଝିଲ୍ଲୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗର୍ଭଝିଲ୍ଲୀ   ବିଶେଷ୍ୟ

ଅର୍ଥ : ଜରାୟୁଜ ଜୀବମାନଙ୍କର ସଦ୍ୟ ଜନ୍ମିତ ପିଲାର ନାଡ଼ର ଅନ୍ୟପଟ ଯେଉଁ ମାଂସଖଣ୍ଡ ସହିତ ଲାଗିଥାଏ

ଉଦାହରଣ : ପିଲା ମା ଗର୍ଭରେ ଗର୍ଭଝିଲ୍ଲୀ ମାଧ୍ୟମରେ ହିଁ ପୋଷକତତ୍ତ୍ୱ ଗ୍ରହଣ କରେ

ସମକକ୍ଷ : ଗର୍ଭନାଡ଼, ଜରାୟୁ

वह मांसखंड जो जरायुज जीवों के तुरन्त के जन्मे बच्चों की नाल के दूसरे सिरे पर लगा रहता है।

बच्चा माँ के गर्भ में खेड़ी के माध्यम से ही पोषक तत्व ग्रहण करता है।
अंबल, अपरा, अमरा, आँवल, उल्व, कलल, खेड़ी, गर्भ झिल्ली, जरायु, जेर, लिझड़ी

The vascular structure in the uterus of most mammals providing oxygen and nutrients for and transferring wastes from the developing fetus.

placenta