ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଷ୍ଣତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଷ୍ଣତା   ବିଶେଷ୍ୟ

ଅର୍ଥ : ସେହି ପ୍ରାକୃତିକ ବିଦ୍ୟୁତ ବା ଅଗ୍ନିରୁ ଉତ୍ପନ୍ନ ହେଉଥିବା ଶକ୍ତି ଯାହା ପ୍ରଭାବରେ ଜିନିଷ ଗରମ ହୋଇ ତରଳେ ବା ବାଷ୍ପରୂପ ହୋଇଯାଏ ଏବଂ ଯାହାର ଅନୁଭବ ଗରମ ବା ଜ୍ୱଳନ ରୂପରେ ହୋଇଥାଏ

ଉଦାହରଣ : ଭୀଷଣ ତାପ ଯୋଗୁ ତା’ ହାତ ଜଳିଗଲା

ସମକକ୍ଷ : ଉତ୍ତାପ, ଗରମ, ତାପ

वह प्राकृतिक, विद्युत या अग्नि से उत्पन्न होने वाली शक्ति जिसके प्रभाव से चीज़ें गर्म होकर पिघलने या भाप के रूप में हो जाती हैं और जिसका अनुभव गर्मी या जलन के रूप में होता है।

ताप से हाथ जल गया।
अवदाह, अशीत, आतप, उखम, उष्णता, उष्म, उष्मा, ऊष्म, गरमाहट, गरमी, गर्मी, ताप, तेज, तेज़

A form of energy that is transferred by a difference in temperature.

heat, heat energy

ଅର୍ଥ : ଉଷ୍ଣ ବା ଗରମ ହେବାର ଅବସ୍ଥା ବା ଭାବ

ଉଦାହରଣ : ଗ୍ରୀଷ୍ଣକାଳରେ ଉତ୍ତାପ ବଢ଼ିଯାଏ

ସମକକ୍ଷ : ଉତ୍ତାପ, ଗରମୀ, ତାପ

उष्ण या गर्म होने की अवस्था या भाव।

ग्रीष्मकाल में गर्मी बढ़ जाती है।
अनुताप, आतप, उष्णता, गरमाहट, गरमी, गर्माहट, गर्मी, चंड, जहल, झर, तपन, तपिश, ताप, ताब, ताव

The presence of heat.

heat, high temperature, hotness