ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କଉଡ଼ି ଓ ଘୁଙ୍ଗୁର ବନ୍ଧା ହୋଇଥିବା ଏକ ପଟି
ଉଦାହରଣ : ପଶୁଗୁଡ଼ାଙ୍କୁ ଗଣ୍ଡାରେ ବନ୍ଧାଯାଏ
ସମକକ୍ଷ : ଗଣ୍ଡା
कौड़ियाँ और घुँघरू बँधा पट्टा।
ଅର୍ଥ : କୌଣସି ପଶୁର ଗଳାରେ ଗୁଡ଼େଇ ହୋଇ ରହିଥିବା ଦଉଡ଼ି
ଉଦାହରଣ : ପଘାର ଏକ ଅଂଶ ଗଣ୍ଡାରେ ବନ୍ଧା ହୋଇରହେ
वह रस्सी जो किसी पशु के गले में लपेटी रहती है।
ଅର୍ଥ : ମଇଁଷି ଭଳି ମୋଟା ଚମଡାଧାରୀ ଏକ ଜଙ୍ଗଲି ପଶୁ
ଉଦାହରଣ : ଗଣ୍ଡାର ନାକ ଉପରେ ଶିଙ୍ଗ ଦେଖାଯାଏ
भैंसे के आकार का कड़ी खाल वाला एक जंगली पशु।
Massive powerful herbivorous odd-toed ungulate of southeast Asia and Africa having very thick skin and one or two horns on the snout.
ଅର୍ଥ : ଗୋରୁଙ୍କ ବେକରେ ବନ୍ଧା ହୋଇଥିବା ଦଉଡ଼୍ର ଫାଶ
ଉଦାହରଣ : ଜେଜେ ମଈଁଷିକୁ ନୂଆ ଗଣ୍ଡା ପିନ୍ଧାଉଛନ୍ତି
चौपायों के गले में बँधा हुआ रस्सी का फंदा।
ସଂସ୍ଥାପନ କରନ୍ତୁ