ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏକ ପ୍ରକାରର ମିଠେଇ ଯାହା ମଇଦା ଖାସ୍ତା ମିଶା ଅଟାକୁ ତେଲ ବା ଘିଅରେ ଛାଣି ଚିନି ସିରାରେ ବୁଡ଼ାଇ ତିଆରି କରାଯାଇଥାଏ
ଉଦାହରଣ : ଶୀଲା ଫେଣୀ ଖାଉଛି
ସମକକ୍ଷ : ଫେଣୀ
एक प्रकार की मिठाई जो मैदे के मोयन डले आटे को तेल या घी में तलकर, उसे चाशनी में डुबाकर बनाई जाती है।
A food rich in sugar.
ଅର୍ଥ : ଗଜା ଉଠିଆସିବାର ଅବସ୍ଥା ବା ଭାବ
ଉଦାହରଣ : ବିଲରେ ଗହମ ମଞ୍ଜି ଭଲ ଗଜା ହୋଇଛି
जमने की अवस्था या भाव।
Combining into a solid mass.
ଅର୍ଥ : ମଞ୍ଜିରୁ ବାହାରିଥିବା ପ୍ରଥମ ଛୋଟ କୋମଳ କାଣ୍ଡ ଯେଉଁଥିରୁ ନୂଆ ପତ୍ର ବାହାରିଥାଏ
ଉଦାହରଣ : କ୍ଷେତରେ ବୁଟରୁ ଗଜା ବାହାରି ଆସୁଛି
ସମକକ୍ଷ : ଅଙ୍କୁର, କୁଆଁ
बीज में से निकला हुआ पहला छोटा कोमल डंठल जिसमें नये पत्ते निकलते है।
A newly grown bud (especially from a germinating seed).
ଅର୍ଥ : ମଞ୍ଜି ଗଜା ହେବାର ପ୍ରକ୍ରିୟା
ଉଦାହରଣ : କ୍ଷେତରେ ସବୁ ବୁଟ ଗଜା ହୋଇନାହିଁ
ସମକକ୍ଷ : ଅଙ୍କୁରଣ
बीज के अंकुरित होने की क्रिया।
The process whereby seeds or spores sprout and begin to grow.
ଅର୍ଥ : ଗଜା ରୂପରେ ବାହାରିବା
ଉଦାହରଣ : ସେ ସକାଳୁ-ସକାଳୁ ଗଜା ବୁଟ ଖାଉଛି
ସମକକ୍ଷ : ଅଙ୍କୁରିତ
अंकुर के रूप में निकला या आया हुआ।
(of growing vegetation) having just emerged from the ground.
ସଂସ୍ଥାପନ କରନ୍ତୁ