ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫେଣୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫେଣୀ   ବିଶେଷ୍ୟ

ଅର୍ଥ : ଏକ ପ୍ରକାରର ମିଠେଇ ଯାହା ମଇଦା ଖାସ୍ତା ମିଶା ଅଟାକୁ ତେଲ ବା ଘିଅରେ ଛାଣି ଚିନି ସିରାରେ ବୁଡ଼ାଇ ତିଆରି କରାଯାଇଥାଏ

ଉଦାହରଣ : ଶୀଲା ଫେଣୀ ଖାଉଛି

ସମକକ୍ଷ : ଗଜା

एक प्रकार की मिठाई जो मैदे के मोयन डले आटे को तेल या घी में तलकर, उसे चाशनी में डुबाकर बनाई जाती है।

शीला माठ खा रही है।
माठ

A food rich in sugar.

confection, sweet

ଅର୍ଥ : ଗୁଡ଼ିଆ ସୂତା ପେଣ୍ଡି ଭଳି ହୋଇଥିବା ଗୋଟିଏ ମିଠାଇ

ଉଦାହରଣ : ରାମୁ ଫେଣୀ ଖାଉଛି

एक मिठाई जो लपेटे हुए सूत के लच्छे के समान होती है।

रामू फेनी खा रहा है।
पुटिनी, फेनक, फेनिका, फेनी, वातासफेनी, सिंहकेशर, सिंहकेसर

A food rich in sugar.

confection, sweet