ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖୋଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖୋଳ   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁର ଉପର ଭାଗକୁ ବା ଚାରିଆଡ଼କୁ ଘୋଡ଼ଉଥିବା ହୋଇଥିବା କୌଣସି ବସ୍ତୁ

ଉଦାହରଣ : ଖୋଳ ଯୋଗୁଁ ବସ୍ତୁଗୁଡ଼ିକ ସୁରକ୍ଷିତ ରହେ

ସମକକ୍ଷ : ଆବରଣ

किसी वस्तु को ऊपर से या चारों ओर से ढकने वाली कोई कपड़े की सिली हुई वस्तु।

खोल के कारण वस्तुएँ सुरक्षित रहती हैं।
आवरण, कोश, कोष, खोल, खोली, ग़िलाफ़, गिलाफ

Any wrapper or covering.

envelope

ଅର୍ଥ : ଯେଉଁ ଖୋପରେ ଖଣ୍ଡା, ଛୁରୀଆଦିର ଫାଳ ରଖାଯାଏ

ଉଦାହରଣ : ଖଣ୍ଡାକୁ ଖୋଳରେ ରଖିଦିଅ

ସମକକ୍ଷ : କୋଷ

वह खाना जिसमें तलवार, कटार आदि के फल रहते हैं।

तलवार को म्यान में रख दो।
काठी, पिधान, पिधानक, मियान, म्यान