ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖୋଳିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖୋଳିବା   ବିଶେଷ୍ୟ

ଅର୍ଥ : ଖୋଳିବାର କାମ

ଉଦାହରଣ : କୂଅର ଖୋଳାକାମ ବର୍ତ୍ତମାନ ସୁଦ୍ଧା ଶେଷ ହୋଇନାହିଁ

खुदवाने की क्रिया।

कुएँ की खुदवाई अभी खत्म नहीं हुई है।
खुदवाई, खुदाई, खोदवाई, खोदाई

The act of digging.

There's an interesting excavation going on near Princeton.
dig, digging, excavation

ଖୋଳିବା   କ୍ରିୟାପଦ

ଅର୍ଥ : କାଟି ଅଲଗା କରିବା

ଉଦାହରଣ : ମୂର୍ତ୍ତିକାର ମୂର୍ତ୍ତି ତିଆରି କରିବାପାଇଁ ପଥର ଖୋଦେଇ କରୁଛି

ସମକକ୍ଷ : ଖୋଦନକରିବା, ଖୋଦେଇ କରିବା

काटकर अलग करना।

मूर्तिकार मूर्ति बनाने के लिए पत्थर को छीन रहा है।
छीनना

ଅର୍ଥ : ଉପର ମାଟି ବାହାରକରି ଗାଡ଼ କରିବା

ଉଦାହରଣ : କୃଷକ ନିଜ ଜମିରେ କୁଅ ଖୋଳୁଛି

ସମକକ୍ଷ : ଖନନ କରିବା

ऊपर की मिट्टी आदि हटाकर गड्ढा करना।

किसान अपने खेत में कुँआ खोद रहा है।
खनना, खुदाई करना, खोदना

Remove the inner part or the core of.

The mining company wants to excavate the hillside.
dig, excavate, hollow

ଅର୍ଥ : କୌଣସି ବିଶେଷ ରୂପ ଦେବାପାଇଁ କଟାକଟି କରିବା

ଉଦାହରଣ : ମୂର୍ତ୍ତିକାର ଶଙ୍ଖମଲମଲ ପଥରକୁ ଖୋଦେଇକରୁଛି

ସମକକ୍ଷ : ଖୋଦନକରିବା, ଖୋଦେଇକରିବା

कोई विशेष आकार या रूप देने के लिए काटना-छाँटना।

मूर्तिकार संगमरमर को तराश रहा है।
तराशना

Form by carving.

Carve a flower from the ice.
carve