ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖନନ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖନନ କରିବା   କ୍ରିୟାପଦ

ଅର୍ଥ : ଖନନ କାର୍ଯ୍ୟ ହେବା

ଉଦାହରଣ : ଆମ ଗାଁରେ ଅନେକ କୂଅ ଖୋଳାଯାଉଛି

ସମକକ୍ଷ : ଖୋଳାଯିବା, ଖୋଳାହେବା

खोदने का काम होना।

हमारे गाँव में कई कुएँ खुद रहे हैं।
खनना, खुदना

Create by digging.

Dig a hole.
Dig out a channel.
dig, dig out

ଅର୍ଥ : ଉପର ମାଟି ବାହାରକରି ଗାଡ଼ କରିବା

ଉଦାହରଣ : କୃଷକ ନିଜ ଜମିରେ କୁଅ ଖୋଳୁଛି

ସମକକ୍ଷ : ଖୋଳିବା

ऊपर की मिट्टी आदि हटाकर गड्ढा करना।

किसान अपने खेत में कुँआ खोद रहा है।
खनना, खुदाई करना, खोदना

Remove the inner part or the core of.

The mining company wants to excavate the hillside.
dig, excavate, hollow