ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖର୍ଚ୍ଚହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖର୍ଚ୍ଚହେବା   କ୍ରିୟାପଦ

ଅର୍ଥ : କାମରେ ଆସିବା ବା ଲାଗିବା

ଉଦାହରଣ : ଏହି ଘର ତିଆରି କରିବା ପାଇଁ ଶହେ ବସ୍ତା ସିମେଣ୍ଟ ଲାଗିଲା

ସମକକ୍ଷ : ଦରକାର ହେବା, ବ୍ୟବହାର ହେବା, ଲାଗିବା

काम में आना या लगना।

इस घर को बनाने में सौ बोरी सीमेंट खप गया।
उठना, खपना, खर्च होना, लगना

Use up (resources or materials).

This car consumes a lot of gas.
We exhausted our savings.
They run through 20 bottles of wine a week.
consume, deplete, eat, eat up, exhaust, run through, use up, wipe out

ଅର୍ଥ : କୌଣସି କାମ ପୂରା କରିବା ନିମନ୍ତେ ପାରିଶ୍ରମିକ, ମୂଲ୍ୟଆଦି ରୂପରେ ଦିଆଯାଉଥିବା ଧନ

ଉଦାହରଣ : ଆଜି ମଜୁରୀରେ ଶହେ ଟଙ୍କା ଖର୍ଚ୍ଚହେଲା

ସମକକ୍ଷ : ଖର୍ଚ୍ଚହୋଇଯିବା, ବ୍ୟୟହେବା

कोई काम पूरा करने के लिए पारिश्रमिक, मूल्य आदि के रूप में धन का दिया जाना।

आज किराये में ही सौ रुपये खर्च हो गए।
उठना, खर्च होना, लगना, व्यय होना

Be spent.

All my money went for food and rent.
go