ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖଣ୍ଡନ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖଣ୍ଡନ କରିବା   କ୍ରିୟାପଦ

ଅର୍ଥ : କାହାର ମତ, ବିଚାର ବା କଥନକୁ ଭୁଲ୍‌ ସାବ୍ୟସ୍ତ କରିବା

ଉଦାହରଣ : ସେ ମୋର କଥାକୁ ଖଣ୍ଡନ କଲା

ସମକକ୍ଷ : କାଟିବା

किसी के मत, विचार या कथन को गलत साबित करना।

उसने मेरी बात का खंडन किया।
काटना, खंडन करना

Overthrow by argument, evidence, or proof.

The speaker refuted his opponent's arguments.
rebut, refute