ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପାଣିରେ ମିଶିଯାଉଥିବା ଯୌଗିକ ପଦାର୍ଥ ଯାହା ଲାଲ୍ ଲିଟ୍ମସକୁ ନୀଳ କରିଦିଏ ଏବଂ ଅମ୍ଳ ସହ ରାସାୟନିକ ପ୍ରକ୍ରିୟାରେ ଲବଣ ଓ ଜଳ ତିଆରି କରେ
ଉଦାହରଣ : ରାସାୟନିକ ପ୍ରୟୋଗଶାଳାରେ କ୍ଷାରର ଉପଯୋଗ ପ୍ରୟୋଗ କରାଯାଏ
ସମକକ୍ଷ : ଖାର, ସୋଡ଼ା
पानी में घुलनशील यौगिक पदार्थ जो लिटमस को नीला कर देता है और अम्ल के साथ क्रिया करके लवण और जल बनाता है।
Any of various water-soluble compounds capable of turning litmus blue and reacting with an acid to form a salt and water.
ଅର୍ଥ : ଲୁଗାପଟା ସଫାକରିବାର ଖାର
ଉଦାହରଣ : ଖାରିଆମାଟି ଔଷଧୀୟ ଚେରରୁ ସୋଡ଼ା ବାହାର କରାଯାଏ
ସମକକ୍ଷ : ଖାର, ଲବଣରସ, ସୋଡ଼ା
सोडियम का एक कार्बनिक लवण जिसका उपयोग साबुन, डिटर्जेंट पाउडर, कांच और कागज बनाने में होता है।
A sodium salt of carbonic acid. Used in making soap powders and glass and paper.
ଅର୍ଥ : ବନସ୍ପତି ଆଦିକୁ ଭସ୍ମକରି ପ୍ରସ୍ତୁତ କରାଯାଇଥିବା ଖାର
ଉଦାହରଣ : କଦଳୀର ପତ୍ରରୁ ପ୍ରାପ୍ତ ଭସ୍ମକୁ ମହୁ ସହିତ ମିଶାଇ ଖାଇଲେ କାଶ ଭଲହୁଏ
ସମକକ୍ଷ : ଖାର, ଜାଲ, ଭସ୍ମ
वनस्पतियों आदि को जलाकर तैयार किया हुआ क्षार या खार।
ସଂସ୍ଥାପନ କରନ୍ତୁ