ଅର୍ଥ : କୋକୋଆ ନାମକ ବୃକ୍ଷରୁ ପ୍ରାପ୍ତ ମଞ୍ଜି
ଉଦାହରଣ :
କୋକୋଆ ମଞ୍ଜିରୁ କୋକୋ ପ୍ରସ୍ତୁତ ହୁଏ
ସମକକ୍ଷ : କୋକୋଆ, କୋକୋଆ ମଞ୍ଜି
ଅର୍ଥ : ପ୍ରାୟ ଛଅରୁ ଆଠ ମିଟର ଉଚ୍ଚ ଏକ ଚିରହରିତ ବୃକ୍ଷ
ଉଦାହରଣ :
କୋକୋଆ ମଞ୍ଜିରୁ କୋକୋଆ ପ୍ରସ୍ତୁତ ହୁଏ
ସମକକ୍ଷ : କୋକୋଆ
ଅର୍ଥ : କୋକୋଆ ଗଛର ମଞ୍ଜିକୁ ଭାଜି ଚୂରି ପ୍ରସ୍ତୁତ ହେଉଥିବା ଚୂର୍ଣ୍ଣ
ଉଦାହରଣ :
ଅନେକ ପ୍ରକାର ଖାଦ୍ୟପଦାର୍ଥରେ କୋକୋଆ ବ୍ୟବହାର କରାଯାଏ
ସମକକ୍ଷ : କୋକୋଆ