ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୋକୋଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୋକୋଆ   ବିଶେଷ୍ୟ

ଅର୍ଥ : କୋକୋଆ ନାମକ ବୃକ୍ଷରୁ ପ୍ରାପ୍ତ ମଞ୍ଜି

ଉଦାହରଣ : କୋକୋଆ ମଞ୍ଜିରୁ କୋକୋ ପ୍ରସ୍ତୁତ ହୁଏ

ସମକକ୍ଷ : କୋକୋ, କୋକୋଆ ମଞ୍ଜି

ककाओ नामक वृक्ष से प्राप्त बीज।

ककाओ से कोको तैयार किया जाता है।
ककाउ, ककाओ, ककेओ

ଅର୍ଥ : ପ୍ରାୟ ଛଅରୁ ଆଠ ମିଟର ଉଚ୍ଚ ଏକ ଚିରହରିତ ବୃକ୍ଷ

ଉଦାହରଣ : କୋକୋଆ ମଞ୍ଜିରୁ କୋକୋଆ ପ୍ରସ୍ତୁତ ହୁଏ

ସମକକ୍ଷ : କୋକୋ

लगभग छह से आठ मीटर ऊँचा एक सदाबहार वृक्ष।

ककाओ के बीज से कोको बनाया जाता है।
ककाउ, ककाओ, ककेओ

Tropical American tree producing cacao beans.

cacao, cacao tree, chocolate tree, theobroma cacao

ଅର୍ଥ : କୋକୋଆ ଗଛର ମଞ୍ଜିକୁ ଭାଜି ଚୂରି ପ୍ରସ୍ତୁତ ହେଉଥିବା ଚୂର୍ଣ୍ଣ

ଉଦାହରଣ : ଅନେକ ପ୍ରକାର ଖାଦ୍ୟପଦାର୍ଥରେ କୋକୋଆ ବ୍ୟବହାର କରାଯାଏ

ସମକକ୍ଷ : କୋକୋ

काकाओ वृक्ष के बीजों को भूनकर और पीसकर बनाया हुआ चूर्ण।

कोको का उपयोग कई प्रकार की खाद्यवस्तुओं में होता है।
कोको

Powder of ground roasted cacao beans with most of the fat removed.

cocoa