ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁମାର୍ଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁମାର୍ଗ   ବିଶେଷ୍ୟ

ଅର୍ଥ : ଧର୍ମ ବିରୋଧୀ କାର୍ଯ୍ୟ

ଉଦାହରଣ : ଆଜିକାଲି ସମାଜରେ ଅଧର୍ମର ପ୍ରତିପତ୍ତି ବେଶୀ

ସମକକ୍ଷ : ଅଧର୍ମ, ଅଧର୍ମପଣ, କଦାଚାର, କୁଧର୍ମ, ଦୁରାଚାର

धर्म के विरुद्ध कार्य।

आज-कल समाज में अधर्म का बोलबाला है।
अधर्म, अनमारग, अमारग, अमार्ग, कदाचार, कुधर्म, कुमारग, कुमार्ग, दुराचार, पापाचार

Activity that transgresses moral or civil law.

He denied any wrongdoing.
actus reus, misconduct, wrongdoing, wrongful conduct

ଅର୍ଥ : ନ ଚାଲିବା ଯୋଗ୍ୟ ବାଟ ଅଥବା ବିକଟ ବା ଆବୁଡ଼ାଖାବୁଡ଼ା ବାଟ

ଉଦାହରଣ : ଅବାଟରେ ଚାଲିବାରୁ ତାଙ୍କୁ ବହୁତ କଷ୍ଟର ସମ୍ମୁଖୀନ ହେବାକୁ ପଡ଼ିଲା

ସମକକ୍ଷ : ଅପଥ, ଅବାଟ, କୁପଥ, ବିପଥ

न चलने योग्य मार्ग अथवा विकट या बीहड़ मार्ग।

अपथ पर चलते हुए उन्हें बहुत कठिनाइयों का सामना करना पड़ा।
अपथ