ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପଥ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପଥ   ବିଶେଷ୍ୟ

ଅର୍ଥ : ଖରାପ ରାସ୍ତା

ଉଦାହରଣ : କୁପଥରେ ଚାଲିଲେ ଲକ୍ଷ୍ୟସ୍ଥଳରେ ପହଞ୍ଚିବ କିପରି?

ସମକକ୍ଷ : ଅମାର୍ଗ, କୁପଥ, ବିପଥ

बुरी राह।

वे अँधेरे में कुमार्ग पर चलने लगे
कुमार्ग पर चलकर मंजिल तक कैसे पहुँचेंगे?
अनमारग, अपथ, अपमार्ग, अमारग, अमार्ग, कुपथ, कुमारग, कुमार्ग, विपथ

Activity that transgresses moral or civil law.

He denied any wrongdoing.
actus reus, misconduct, wrongdoing, wrongful conduct

ଅର୍ଥ : ନ ଚାଲିବା ଯୋଗ୍ୟ ବାଟ ଅଥବା ବିକଟ ବା ଆବୁଡ଼ାଖାବୁଡ଼ା ବାଟ

ଉଦାହରଣ : ଅବାଟରେ ଚାଲିବାରୁ ତାଙ୍କୁ ବହୁତ କଷ୍ଟର ସମ୍ମୁଖୀନ ହେବାକୁ ପଡ଼ିଲା

ସମକକ୍ଷ : ଅବାଟ, କୁପଥ, କୁମାର୍ଗ, ବିପଥ

न चलने योग्य मार्ग अथवा विकट या बीहड़ मार्ग।

अपथ पर चलते हुए उन्हें बहुत कठिनाइयों का सामना करना पड़ा।
अपथ