ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବାଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବାଟ   ବିଶେଷ୍ୟ

ଅର୍ଥ : ରାସ୍ତା ଅଭାବ

ଉଦାହରଣ : ଅବାଟରେ ଯିବା ଯୋଗୁଁ ଜଙ୍ଗଲରୁ ବାହାରକୁ ବାହାରିବା ବହୁତ କଠିନ ଥିଲା

ସମକକ୍ଷ : ଅମାର୍ଗ

मार्ग का अभाव।

अमार्ग के कारण जंगल से बाहर निकलना बहुत कठिन था।
अमारग, अमार्ग

ଅର୍ଥ : ନ ଚାଲିବା ଯୋଗ୍ୟ ବାଟ ଅଥବା ବିକଟ ବା ଆବୁଡ଼ାଖାବୁଡ଼ା ବାଟ

ଉଦାହରଣ : ଅବାଟରେ ଚାଲିବାରୁ ତାଙ୍କୁ ବହୁତ କଷ୍ଟର ସମ୍ମୁଖୀନ ହେବାକୁ ପଡ଼ିଲା

ସମକକ୍ଷ : ଅପଥ, କୁପଥ, କୁମାର୍ଗ, ବିପଥ

न चलने योग्य मार्ग अथवा विकट या बीहड़ मार्ग।

अपथ पर चलते हुए उन्हें बहुत कठिनाइयों का सामना करना पड़ा।
अपथ