ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁଦିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁଦିବା   ବିଶେଷ୍ୟ

ଅର୍ଥ : କୌଣସି ସ୍ଥାନରେ ପହଞ୍ଚିବା ନିମନ୍ତେ ଡେଇଁବା କାମ

ଉଦାହରଣ : ସେ ଖାଈ ପାର ହେବାପାଇଁ ଡିଆଁ ମାରିଲା

ସମକକ୍ଷ : ଡିଆଁମାରିବା, ଡେଇଁବା

कहीं पहुँचने के लिए उछलने की क्रिया।

उसने एक ही छलाँग में गेंद पकड़ी।
कुदान, छलाँग, छलांग, फलाँग, फलांग, फाल

A light, self-propelled movement upwards or forwards.

bounce, bound, leap, leaping, saltation, spring

କୁଦିବା   କ୍ରିୟାପଦ

ଅର୍ଥ : ଡେଇଁ ଡେଇଁ ଚାଲିବା

ଉଦାହରଣ : ଅଗଣାରେ ଘରଚଟିଆ ଡେଉଁଛି

ସମକକ୍ଷ : ଡେଇଁବା

कूद-कूदकर चलना।

आँगन में गौरैया फुदक रही है।
कुदकना, कुदकना-फुदकना, फुदकना

Jump lightly.

hop, hop-skip, skip

ଅର୍ଥ : ଏକ ସ୍ଥାନରୁ ଡେଇଁ ଅନ୍ୟ ସ୍ଥାନରେ ପହଞ୍ଚିବା

ଉଦାହରଣ : ରାସ୍ତାର ନଳା ପାରିହେବାପାଇଁ ସେ ଡେଇଁଲା

ସମକକ୍ଷ : କୁଦା ମାରିବା, ଡେଇଁବା, ଲମ୍ଫ ଦେବା

ଅର୍ଥ : କୌଣସି ସ୍ଥାନର ଉପରି ଭାଗରୁ ଜୋରରେ ଡେଇଁ ଶରୀରକୁ ଅନ୍ୟ ଆଡ଼କୁ ପକାଇବା

ଉଦାହରଣ : ଛୁଆମାନେ ବାଲି ଉପରେ ଡେଉଁଛନ୍ତି

ସମକକ୍ଷ : ଡେଇଁବା, ଲମ୍ଫପ୍ରଦାନ କରିବା

किसी सतह पर से वेगपूर्वक उछलकर शरीर को किसी ओर गिराना।

बच्चे रेत पर कूद रहे हैं।
कूदना

Move forward by leaps and bounds.

The horse bounded across the meadow.
The child leapt across the puddle.
Can you jump over the fence?.
bound, jump, leap, spring