ଅର୍ଥ : ଦୋହା ଏବଂ ରୋଲା ମିଶ୍ରିତ ଏକ ଛନ୍ଦ
ଉଦାହରଣ :
ଗିରିଧରଙ୍କ କୁଣ୍ଡଳୀ ବହୁ ପ୍ରସିଦ୍ଧ
ଅର୍ଥ : ଫଳିତ ଜ୍ୟୋତିଷ ଅନୁସାରେ କରାଯାଇଥିବା ଚକ୍ର ଯେଉଁଥିରେ ଜନ୍ମ ସମୟର ଗ୍ରହ ନକ୍ଷତ୍ରମାନଙ୍କ ଅବସ୍ଥିତି ବର୍ଣ୍ଣନା କରାଯାଇଥାଏ
ଉଦାହରଣ :
ବିବାହ ପୂର୍ବରୁ ଘରଲୋକେ ସୁଦକ୍ଷ ପଣ୍ଡିତଙ୍କଦ୍ୱାରା ବରକନ୍ୟାଙ୍କ ଜାତକ ମେଳ କରାଇଲେ
ସମକକ୍ଷ : ଜନ୍ମକୁଣ୍ଡଳୀ, ଜନ୍ମପଞ୍ଜିକା, ଜାତକ