ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜନ୍ମକୁଣ୍ଡଳୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜନ୍ମକୁଣ୍ଡଳୀ   ବିଶେଷ୍ୟ

ଅର୍ଥ : ଫଳିତ ଜ୍ୟୋତିଷ ଅନୁସାରେ କରାଯାଇଥିବା ଚକ୍ର ଯେଉଁଥିରେ ଜନ୍ମ ସମୟର ଗ୍ରହ ନକ୍ଷତ୍ରମାନଙ୍କ ଅବସ୍ଥିତି ବର୍ଣ୍ଣନା କରାଯାଇଥାଏ

ଉଦାହରଣ : ବିବାହ ପୂର୍ବରୁ ଘରଲୋକେ ସୁଦକ୍ଷ ପଣ୍ଡିତଙ୍କଦ୍ୱାରା ବରକନ୍ୟାଙ୍କ ଜାତକ ମେଳ କରାଇଲେ

ସମକକ୍ଷ : କୁଣ୍ଡଳୀ, ଜନ୍ମପଞ୍ଜିକା, ଜାତକ

फलित ज्योतिष के अनुसार वह चक्र जिसमें किसी के जन्म के समय के ग्रहों की स्थिति लिखी रहती है।

विवाह के पहले घरवालों ने एक कुशल पंडित से लड़के व लड़की की जन्मपत्री का मिलान करवाया।
कुंडली, कुण्डली, जन्मकुंडली, जन्मपत्र, जन्मपत्रिका, जन्मपत्री, टिपन, टिप्पन

A diagram of the positions of the planets and signs of the zodiac at a particular time and place.

horoscope