ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲୋଚାକୋଚା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲୋଚାକୋଚା   ବିଶେଷ୍ୟ

ଅର୍ଥ : ଲୋଚାକୋଚା କରିବା ପ୍ରକ୍ରିୟା ବା ଭାବ

ଉଦାହରଣ : ତୁମେମାନେ କପଡ଼ାସବୁକୁ ଲୋଚାକୋଚା କରନାହିଁ

ସମକକ୍ଷ : କୁଞ୍ଚନ, ସଙ୍କୁଚିତ

गींजने की क्रिया या भाव।

तुम लोग कपड़ों की गिंजाई मत करो।
गिंजाई

ଲୋଚାକୋଚା   ବିଶେଷଣ

ଅର୍ଥ : ଯାହାର ସଂକୋଚନ ହୋଇଛି

ଉଦାହରଣ : ସୀତା ସଂକୁଚିତ କପଡ଼ାକୁ ଇସ୍ତ୍ରୀ କରୁଛି

ସମକକ୍ଷ : କୁଞ୍ଚା, ସଂକୁଚିତ

जिसका संकुचन हुआ हो।

सीता सिकुड़े कपड़े को इस्तरी कर रही है।
आकुंचित, आकुञ्चित, निकुंचित, निकुञ्चित, संकुचित, सिकुड़ा, सिमटा

Reduced in size or pulled together.

The contracted pupils of her eyes.
contracted