ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନାକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନାକ   ବିଶେଷ୍ୟ

ଅର୍ଥ : ଆଖି, ନାକ, ପାଟି ଜିଭ ଆଦିର ରୋଗସବୁର ଚିକିତ୍ସାକରୁଥିବା ବ୍ୟକ୍ତି

ଉଦାହରଣ : ବାପା ନିଜର ଜିଭ ଦେଖାଇବା ପାଇଁ କାନ, ନାକ, ଗଳା ଚିକିତ୍ସକଙ୍କ ନିକଟକୁ ଯାଇଥିଲେ

ସମକକ୍ଷ : କାନ, ଗଳା ଚିକିତ୍ସକ

वह जो आँख, नाक, मुँह जीभ आदि के रोगों की चिकित्सा करता हो।

पिताजी अपनी जीभ दिखाने शालाक्य के पास गए थे।
शालाक्य

A specialist in the disorders of the ear or nose or throat.

ear-nose-and-throat doctor, ent man, otolaryngologist, otorhinolaryngologist, rhinolaryngologist

ଅର୍ଥ : ଓଠ ଉପର ଭାଗରେ ଥିବା ଶୁଙ୍ଘିବା ଏବଂ ନିଶ୍ୱାସ ନେବା ଇନ୍ଦ୍ରିୟ

ଉଦାହରଣ : ତା ନାକରେ ଘା’ ହୋଇଛି

ସମକକ୍ଷ : ଘ୍ରାଣେନ୍ଦ୍ରିୟ, ନାସା, ନାସିକା

होठों के ऊपर की सूँघने और साँस लेने की इंद्रिय।

उसकी नाक में फुंसी हो गई है।
घ्राण, घ्राणेंद्रिय, नस्त, नस्या, नाक, नास, नासा, नासिका, प्राणग्रह