ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାନ୍ଦିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାନ୍ଦିବା   କ୍ରିୟାପଦ

ଅର୍ଥ : ଶୋକଆଦି ଅବସ୍ଥାରେ କାନ୍ଦିକି ଦୁଃଖ ପ୍ରକାଶ କରିବା

ଉଦାହରଣ : ନିଜ ପତିର ମୃତ୍ୟୁ ଖବର ଶୁଣି ସେ ବିଳାପ କରୁଛି

ସମକକ୍ଷ : ଅଶ୍ରୁବୁହାଇବା, କ୍ରନ୍ଦନକରିବା, ବିଳାପକରିବା, ରୋଦନକରିବା

शोक आदि के समय रोकर दुख प्रकट करना।

अपने पति की मृत्यु का समाचार सुनकर वह विलाप कर रही है।
कलपना, बिलखना, रोना-धोना, विलाप करना, विलापना

Feel sadness.

She is mourning her dead child.
mourn

ଅର୍ଥ : ପୀଡ଼ା, ଦୁଃଖ, ସୁଖ, କ୍ରୋଧଆଦିର ଭାବାବେଗରୁ ଆଖିରୁ ଅଶ୍ରୁ ବହିବା

ଉଦାହରଣ : ନିଜ ମାଆଠାରୁ ଦୂରେଇରହିବା କାରଣରୁ ଶ୍ୟାମ କାନ୍ଦୁଥିଲା

ସମକକ୍ଷ : ଅଶ୍ରୁପାତ କରିବା, କ୍ରନ୍ଦନ କରିବା, ରୋଦନ କରିବା, ଲୁହ ଗଡ଼ାଇବା

पीड़ा, दुख, सुख, क्रोध,आदि के भावातिरेक में आँख से आँसू गिराना।

अपनी माँ से बिछुड़ने के कारण श्याम रो रहा था।
आँसू बहाना, क्रंदन करना, रुदन करना, रोना

Shed tears because of sadness, rage, or pain.

She cried bitterly when she heard the news of his death.
The girl in the wheelchair wept with frustration when she could not get up the stairs.
cry, weep