ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କ୍ରନ୍ଦନକରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କ୍ରନ୍ଦନକରିବା   କ୍ରିୟାପଦ

ଅର୍ଥ : ଶୋକଆଦି ଅବସ୍ଥାରେ କାନ୍ଦିକି ଦୁଃଖ ପ୍ରକାଶ କରିବା

ଉଦାହରଣ : ନିଜ ପତିର ମୃତ୍ୟୁ ଖବର ଶୁଣି ସେ ବିଳାପ କରୁଛି

ସମକକ୍ଷ : ଅଶ୍ରୁବୁହାଇବା, କାନ୍ଦିବା, ବିଳାପକରିବା, ରୋଦନକରିବା

शोक आदि के समय रोकर दुख प्रकट करना।

अपने पति की मृत्यु का समाचार सुनकर वह विलाप कर रही है।
कलपना, बिलखना, रोना-धोना, विलाप करना, विलापना

Feel sadness.

She is mourning her dead child.
mourn