ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଳଙ୍କିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଳଙ୍କିତ   ବିଶେଷଣ

ଅର୍ଥ : ଯାହାଠାରେ ଲାଞ୍ଛନ ବା କଳଙ୍କ ଲାଗିଛି

ଉଦାହରଣ : ମୋହନ ଜଣେ କଳଙ୍କିତ ବ୍ୟକ୍ତି

ସମକକ୍ଷ : କଳାମୁହାଁ, କଳୁଷିତ, ଦାଗୀ, ଲାଞ୍ଛିତ

जिस पर लांछन या कलंक लगा हो।

मोहन एक लांछित व्यक्ति है।
आक्षिप्त, कलंकित, कलमुँहा, कलुषित, काला, दाग़ी, दागी, लांछित

Marred by imperfections.

blemished