ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦାଗୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦାଗୀ   ବିଶେଷ୍ୟ

ଅର୍ଥ : ଯେଉଁ ବଡ଼ ଓ ପ୍ରସିଦ୍ଧ ଚୋରର ବିଶେଷ ଉଲ୍ଲେଖ ପୁଲିସ ରେକର୍ଡ଼ରୁ ମିଳିଥାଏ

ଉଦାହରଣ : ସଂଗ୍ରାମ ସିଂହ ଦାଗୀ ଚୋର, ପୁଲିସ ତାପାଇଁ ପଚିଶ ହଜାର ଟଙ୍କାର ପୁରସ୍କାର ରଖିଛନ୍ତି

ସମକକ୍ଷ : ନଂବରୀ ଚୋର

वह बहुत बड़ा और प्रसिद्ध चोर जिसका पुलिस के अभिलेखों में विशेष रूप से उल्लेख होता है।

संग्राम सिंह नंबरी चोर है,पुलिस ने उस पर पच्चीस हजार का इनाम रखा है।
नंबरी चोर, नम्बरी चोर

ଦାଗୀ   ବିଶେଷଣ

ଅର୍ଥ : ଯେଉଁଥିରେ ଦାଗ ଅଛି

ଉଦାହରଣ : ଏହି ଦାଗୀ ଆମ୍ବର ଭିତର ସଢ଼ି ଯାଇଛି

ସମକକ୍ଷ : ଦାଗିଆ

जिसमें धब्बा हो।

यह धब्बेदार आम अंदर से सड़ा हुआ है।
आलूदा, दगैल, दागदार, दाग़दार, धब्बेदार

Marred by discolored spots or blotches.

Blotchy skin.
blotchy

ଅର୍ଥ : ଯାହା ଉପରେ ଦାଗ ଅଛି

ଉଦାହରଣ : ଦାଗଯୁକ୍ତ ଫଳକୁ ଅଲଗା କରିଦିଅ

ସମକକ୍ଷ : ଦାଗଯୁକ୍ତ

जिस पर दाग़ हो।

दाग़ी फलों को अलग कर दो।
दाग़ी, दागी

ଅର୍ଥ : ବହୁତ ଚାପରେ ଦବି ଯାଇଥିବା

ଉଦାହରଣ : ଏହା ଦାଗୀ ଆମ୍ବ

ସମକକ୍ଷ : ନରମ

बहुत थोड़े दबाव से दब जाने वाला।

यह पिलपिला आम है।
गुलगुला, नरम, नर्म, पिलपिल, पिलपिला, पोला, फप्फस

Yielding readily to pressure or weight.

soft

ଅର୍ଥ : ଯାହାଠାରେ ଲାଞ୍ଛନ ବା କଳଙ୍କ ଲାଗିଛି

ଉଦାହରଣ : ମୋହନ ଜଣେ କଳଙ୍କିତ ବ୍ୟକ୍ତି

ସମକକ୍ଷ : କଳଙ୍କିତ, କଳାମୁହାଁ, କଳୁଷିତ, ଲାଞ୍ଛିତ

जिस पर लांछन या कलंक लगा हो।

मोहन एक लांछित व्यक्ति है।
आक्षिप्त, कलंकित, कलमुँहा, कलुषित, काला, दाग़ी, दागी, लांछित

Marred by imperfections.

blemished