ଅର୍ଥ : ଲେଖିବା ବା ଚିତ୍ରଆଦି କରିବାପାଇଁ ଏକ ସୂକ୍ଷ୍ମଅଗ୍ରବିଶିଷ୍ଟ ଉପକରଣ
ଉଦାହରଣ :
ଚିତ୍ରକାର ତୂଳିକାଦ୍ୱାରା ଚିତ୍ର ଆଙ୍କୁଛି
ସମକକ୍ଷ : ତୂଳିକା
ଅର୍ଥ : ଯେଉଁ ଅସ୍ତ୍ରରେ ସୂକ୍ଷ୍ମ ଜିନିଷ କଟାଯାଏ ବା ଖୋଦେଇ ହୁଏ
ଉଦାହରଣ :
ସେ କଲମଦ୍ୱାରା ଶଙ୍ଖମଲମଲ ଉପରେ ରାମଙ୍କ ଚିତ୍ର ତିଆରି କରୁଛି
ସମକକ୍ଷ : କଲମ
ଅର୍ଥ : ବିଶେଷ ପ୍ରକାରରେ ତିଆରି ହୋଇଥିବା ଏକପ୍ରକାରର ହାଲୁକା ତୁଳା ଭର୍ତ୍ତି ରେଜେଇ
ଉଦାହରଣ :
ଶୀତ ଦିନରେ ହିଁ ତୂଳି କାମରେ ଆସେ
ସମକକ୍ଷ : ତୁଳା ରେଜେଇ, ତୂଳି, ତୂଳିକା