ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କର୍ଣ୍ଣକୁଣ୍ଡଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କର୍ଣ୍ଣକୁଣ୍ଡଳ   ବିଶେଷ୍ୟ

ଅର୍ଥ : କାନରେ ପିନ୍ଧା ଯାଉଥିବା ଏକ ବଡ଼ ଗୋଲ ଗହଣା

ଉଦାହରଣ : ଗୀତା କୁଣ୍ଡଳ ପିନ୍ଧିଛି

ସମକକ୍ଷ : କର୍ଣ୍ଣକୁଂଡଳ, କୁଂଡଳ, କୁଣ୍ଡଳ

कान में पहनने का एक बड़ा गोल गहना।

गीता कर्णकुंडल पहनी हुई है।
कर्ण कुण्डल, कर्ण-कुंडल, कर्णकुंडल, कुंडल, कुण्डल

Jewelry to ornament the ear. Usually clipped to the earlobe or fastened through a hole in the lobe.

earring